1. Congratulations to the beautiful couple. Wishing you a wonderful journey as you build your new life together.
(ସୁନ୍ଦର ଯୋଡି କୁ ଅଭିନନ୍ଦନ. ମୁଁ କାମନା କରୁଛି କି ତୁମର ପରସ୍ପର ସହିତ ଜୀବନ ର ଯାତ୍ରା ଟା ଖୁବ ଆନନ୍ଦମୟ ରହୁ. )
2. Congratulations! You guys make a great pair. Your engagement is a wonderful news.
(ଅଭିନନ୍ଦନ ! ତୁମେ ଦୁଇ ଜଣଙ୍କର ଯୋଡି ଟା ବଢିୟା ଲାଗୁଛି. ତୁମର ନିର୍ବନ୍ଧ ଟା ଏକ ଭାରୀ ବଢିୟା ଖବର. )
3. Congratulations on your engagement. You make a wonderful couple.
(ତୁମର ନିର୍ବନ୍ଧ ପାଇଁ ଅଭିନନ୍ଦନ. ତୁମେ ଦୁଇ ଏକାଠି ବଢିୟା ଲାଗୁଛ. )
4. I am really happy for you. Wish you a blissful life ahead.
(ମୁଁ ତୁମ ପାଇଁ ବହୁତ ଖୁସି. ମୁଁ କାମନା କରୁଛି କି ତୁମର ଜୀବନ ଟା ସୁଖମୟ ରହୁ. )
5. May your engagement be the beginning of a lifetime filled with special love and happiness.
(ମୁଁ କାମନା କରୁଛି କି ଏହି ନିର୍ବନ୍ଧ ଟି ଆପଣଙ୍କ ପାଇଁ ପ୍ରେମ ଏବଂ ଖୁସି ରେ ସମ୍ପୁର୍ଣ ଏକ ଜୀବନ ର ଆରମ୍ଭ ହେଉ . )
6. Wishing the both of you a world of happiness and joy on this wonderful day. Congratulations on your engagement, we are so delighted for you!
(ତୁମ ଦୁଇ ଜଣଙ୍କର ସଂସାର ଟି ଆନନ୍ଦ ରେ ପୁର୍ଣ ରହୁ ଏହା ମୁଁ କାମନା କରୁଛି. ତୁମର ନିର୍ବନ୍ଧ ପାଇଁ ଅଭିନନ୍ଦନ, ମୁଁ ତୁମ ପାଇଁ ବହୁତ ଖୁସି. )
7. Wishing you all the best for the future. Stay together, always.
(ତୁମର ଭବିଷ୍ୟ ଟା ଉଜ୍ଜ୍ବଲ ହେଉ ଏହା ମୋର କାମନା. ସର୍ବଦା ଏକାଠି ରୁହ. )
8. My heart is overjoyed with the news of your engagement. Congratulations and lots of love.
(ମୁଁ ହୃଦୟ ତୁମର ନିର୍ବନ୍ଧ ର ଖବର ଶୁଣି ପ୍ରଫୁଲ୍ଲିତ ହେଇ ଯାଇଛି. ଅଭିନନ୍ଦନ !)
9. Wishing you loads of happiness and togetherness in future.
(ତୁମର ଭବିଷ୍ୟ ଆନନ୍ଦ ଏବଂ ଏକତ୍ବ ରେ ସମ୍ପୁର୍ଣ ହେଉ, ଏହା ମୁଁ କାମନା କରୁଛି. )
10. Congratulations to the lovely couple. Wishing you a wonderful journey as you build your new life together.
(ସୁନ୍ଦର ଯୋଡି କୁ ମୋର ଅଭିନନ୍ଦନ. ମୁଁ କାମନା କରୁଛି କି ତୁମର ପରସ୍ପର ସହିତ ଜୀବନ ର ଯାତ୍ରା ଟା ଖୁବ ଆନନ୍ଦମୟ ରହୁ. )
Doubts on this article